Wednesday, 8 July 2020

ଜୀବନର ସଫଳତା କାହାକୁ କୁହନ୍ତି ????

ଜୀବନର ସଫଳତା କାହାକୁ କୁହନ୍ତି ????

ଆଜି ଯାହାକୁ ଦେଖ ସଫଳ ହେବାକୁ   ଚାହୁଁଛନ୍ତି । ସମସ୍ତଙ୍କୁ ନିଜ ଜୀବନରେ ସଫଳତା ଦରକାର । ଯେମିତି ହେଉ ବି ଆବଶ୍ୟକ ପଡିଲେ ଅନ୍ୟ ର ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି । ସଫଳତାର ସତ୍ଯ ଅର୍ଥ ପ୍ରାୟ ସମସ୍ତଙ୍କୁ ଜଣା ନାହିଁ । ବହୁତ କମ୍ ଲୋକ ଜାଣନ୍ତି ସଫଳତା ର ଅର୍ଥ । ଆଜି ଦୁନିଆ ନଜରରେ ସଫଳତା ହେଉଛି ବହୁତ ବଡ଼ ଗାଡ଼ି, ବଡ ଘର, ବ୍ୟାଙ୍କ ବାଲାନ୍ସ, ପିଲା ଇଂଲିଶ ମିଡିୟମ୍ ରେ ପଢିବା ଓ ଚାକିରି କରିବା ,ଯେବେ ଘରୁ ରାସ୍ତା କୁ ବାହାରିଲେ ଚାରି ଲୋକ ସାଲ୍ୟୁଟ କରୁଥିବେ ।  
     
ଜୀବନରେ ସଫଳତାର ସତ୍ୟ ଅର୍ଥ ଜଣାଇବା ପାଇଁ ଏକ ଛୋଟ ଲେଖା  ।  ଆପଣଙ୍କୁ  ଆପଣଙ୍କ ଜୀବନରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

* 4 ବର୍ଷ ବୟସ ରେ ସଫଳତା ଆପଣ ଆପଣଙ୍କ ବସ୍ତ୍ର ଓଦା କରୁନଥିବା ଦରକାର। 

* 8 ବର୍ଷ ବୟସ ରେ ସଫଳତା ଆପଣ ଆପଣଙ୍କ ଘରକୁ ଆସିବା/ଫେରିବା ରାସ୍ତା କୁ ଭୁଲୁନଥିବା ଦରକାର।

* 12 ବର୍ଷ ବୟସ ର ସଫଳତା ଆପଣ ଅନ୍ୟ ସହ ଭଲ ବନ୍ଧୁ ସଂପର୍କ  ସୃଷ୍ଟି କରିଥିବା ଆବଶ୍ୟକ। 

* 18 ବର୍ଷ ବୟସ ରେ ସାଫଳତା ଆପଣ ମଦ୍ୟ ପାନ, ଧୂମପାନ, ତମାଖୁ ସେବନ ଆଦି ଦୁନିଆରେ ଯେତେ ଦୂଷିତ କର୍ମ ଅଛି ସମସ୍ତ ଠାରୁ ଦୂରେଇ ରହୁଥିବା ଆବଶ୍ୟକ। 

* 25 ବର୍ଷ ବୟସ ର ସଫଳତା ଆପଣଙ୍କୁ ରୋଜଗାର କରିବା ପାଇଁ ଚାଷ, ବାଣିଜ୍ୟ, ଚାକିରୀ ଆଦି ଏଥି ମଧ୍ୟରୁ  ଏକ କରୁଥିବା ଆବଶ୍ୟକ । ଆମ ମତରେ ଚାକିରୀ କରିବା ଅପେକ୍ଷା ଏ ଦୁନିଆରେ ଚାଷ କରିବା ସର୍ବୋତ୍ତମ ।  ଆପଣଙ୍କ ପସନ୍ଦ ଅନୁସାରେ ଆପଣ କାର୍ଯ୍ୟ କରନ୍ତୁ। କିନ୍ତୁ ଅନ୍ୟର କ୍ଷତି କରି ଧନ ଉପାର୍ଜନ କରନ୍ତୁ ନାହିଁ। 

* 35 ବର୍ଷ ବୟସ ର ସଫଳତା ଆପଣଙ୍କ ସୁରକ୍ଷା ପାଇଁ ଧନ ବଂଚାଇବା ପାଇଁ ସ୍ଥିତି ବୁଝି ଧନ ସଞ୍ଚୟ କରିବା ଆବଶ୍ୟକ । 

* 45 ବର୍ଷ ବୟସର ସଫଳତା ଆପଣ ଆପଣଙ୍କ ଯୁବା ପଣ ବଂଚାଇ ରଖିଥିବା ଆବଶ୍ୟକ । 

* 55 ବର୍ଷ ବୟସ ର ସଫଳତା ଆପଣ ଆପଣଙ୍କ କର୍ତ୍ତବ୍ୟ ପୂରଣ କରିବା ପାଇଁ ସକ୍ଷମ ଥିବା ଆବଶ୍ୟକ । 

* 65 ବର୍ଷ ବୟସର ସଫଳତା ଆପଣଙ୍କ ଶରୀର ନିରୋଗ ଥିବା ଆବଶ୍ୟକ । ଆପଣ କହୁଥିବେ ଏବେବି ମୋ ଶରୀର ସୁସ୍ଥ ଅଛି ।

* 70 ବର୍ଷ ବୟସ ର ସଫଳତା  ଆପଣ କାହା ଉପରେ ନିର୍ଭର କରୁନଥିବା ଦରକାର । ଅର୍ଥାତ୍ ଆପଣ ଆତ୍ମନିର୍ଭରଶୀଳ (ନିଜ କାମ ନିଜେ କରି ପାରୁଥିବେ) ହୋଇଥିବା ଆବଶ୍ୟକ । 

* 75 ବର୍ଷ ବୟସ ର ସଫଳତା ଆପଣ ଆପଣଙ୍କ ପୁରୁଣା ଲୋକ ଓ ବନ୍ଧୁଙ୍କ  ସହିତ ମିଶୁଥିବା ଦରକାର । 

* 80 ବର୍ଷ ବୟସ ର ସଫଳତା ଆପଣ ଆପଣଙ୍କ ଘରକୁ ଫେରିବା ରାସ୍ତା ଭୁଲୁନଥିବା ଦରକାର । 

* 85 ବର୍ଷ ବୟସ ର ସଫଳତା ଆପଣ ଆପଣଙ୍କ ପୂର୍ଣ୍ଣ ବସ୍ତ୍ର କୁ ଓଦା କରୁନଥିବା ଦରକାର । 

* 90 ବର୍ଷ ବୟସ/କୌଣସି ବୟସ ରେ ଜୀବନ ଯିବା ପୂର୍ବରୁ ସବୁଠାରୁ ବଡ଼ ସଫଳତା, ମାଟିରେ ମିଶିବା ପୂର୍ବରୁ ନିଜର ଉଦ୍ଦେଶ୍ୟ ପ୍ରାପ୍ତ କରିନେବା ଆବଶ୍ୟକ । ସେ ଉଦ୍ଦେଶ୍ୟ ହେଉଛି ମୋକ୍ଷ ଈଶ୍ବର ପ୍ରାପ୍ତି । ଆଧ୍ୟାତ୍ମିକ ସଫଳତା ଯେପଯନ୍ତ ମିଳିନାହିଁ/ ଈଶ୍ୱର ପ୍ରାପ୍ତି ଯେପଯନ୍ତ ହୋଇନାହିଁ । ଆପଣ ଯେତେ ବଡ଼ ସଫଳତା ହାସଲ କରିଥିଲେ ମଧ୍ୟ ଆପଣଙ୍କ ଜୀବନ ଶୂନ୍ୟ । ଏ ସଂସାର ର ସଫଳତା କିଛି ସମୟ ପାଇଁ ଆସେ ପୁଣି ଛାଡ଼ି ଚାଲିଯାଏ । ଆପଣ ଆପଣଙ୍କ କର୍ମ କରିବା ସହିତ ଈଶ୍ୱରଙ୍କ ଆରାଧନା କରନ୍ତୁ ।
 

 

(a) First Trake Income

(b) Team Perferamance Income

(c) Autopool Income

(d) Up-Grade Income 

(e) Fortune Wallate (Royalty Income)

(f) Bonanza 2020

(g) Mynt 

USER

Round 1

Round 2

Round 3

Round 4

Round 5

Round 6

Round 7

Round 8

Round Total

Pearl

0.40

16

64

256

512

2948

8192

32768

43856.40

Coral

8

32

256

1024

2048

8192

92768

131072

175400

Onyx

20

80

640

1536

6144

24576

98304

393216

524516

Quartz

200

800

6400

15360

61400

245760

983040

3932160

5245160

Amesthyst

1000

4000

32000

76800

307200

1228800

4915200

1966000

26225800

Topaz

2000

8000

64000

153600

614400

2457600

9830400

39921600

52451600

Ruby

3228

12928

103360

248576

991744

3966976

1586790

63471616

18666332.4

 

Bonanza 2020 

USER

Round 1

Round 2

Round 3

Round 4

Round 5

Round 6

Round 7

Round 8

Round Total

Agate

4

16

64

256

1024

4096

16334

65536

87330

Amazonite

12

48

192

762

3072

12288

49152

196608

262140

Amber

30

120

480

1920

7680

30726

122880

491520

655356

Beryl

60

240

960

3840

15380

61440

245760

983040

1310720

Exelciar

150

600

2400

9600

38400

153600

614400

2457600

3276750

Emerald

240

960

3840

15360

60440

245760

983040

39336160

40666200

https://pvcmeta.io/

https://pvcmeta.com/Reg/RefID/68277748

Pearlvine Mynt Digital Revolution

 

PEARLVINE INTERNATIONAL WILL NEVER END

Friends pearlvine internatinal is a digital account wallet.  The cable which is 30 $ USD.  This is an autofilling plan.  If you leave an ID in it and leave it.  Even then you will get autopool 43856.40 $ USD.... from autofilling.  This income will come in 8 installment.

 If you work in it  And if you direct someone by yourself, then in 1 second you get 15 $ USD. in direct income.  Which you can also withdraw immediately.  Direct has a no limit.  Whatever you direct.  Each direct gets 15 $ USD.  And wherever an ID is found up to 8 levels, then each ID gets 1.25 $ USD separately.

Add fund in PayPal account....and activate your account for autopool income

v  full ପ୍ଲାନ  https://youtu.be/xJYg7tHbyPs

Join it small investment got 2250 only.we are all join this business .and get bright future. Just Rs.2250 Investment

Earn Rs.1000 to Rs.30,000 (daily, weekly, monthly).

*       Do you have Android/Smart phone or computer.

*       Work from home or office. Work from anywhere.

*       Work part time or full time.Earn while you sleep.

*       No target, no pressure, no boss.

*       No need to leave current job.

*       Age: 18 yrs and above 

*       Qualification: Not mandatory.

If you're interested for active account sent name, mobile, mail I'd OR Pearlvine Account No.

E-mail ID: 

*      It is legal bussiness...that proof  is also in your hand

So please don't weste your time....

 


No comments:

Post a Comment